HomeCrime ସଡ଼କ ଦୁର୍ଘଟଣା ରେ ଜଣେ ମୃତ byMahajatra Odia Tv -September 11, 2026 0 ଛତ୍ରପୁର ( ୧୧/୨୬) ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡି ଛକ ଠାରେ ସଡ଼କ ଦୁର୍ଘଟଣା ରେ ଜଣକ ମୃତ୍ୟୁ ଘଟିଛି | ସୂଚନା ଅନୁସାରେ ସୂର୍ଯ୍ୟନାରାୟଣ ପୁର ଗ୍ରାମର ଇ ସୀମାଦ୍ରୀ ବିଲରୁ ଘରକୁ ଫେରିବା ସମୟରେ ଏକ ଟ୍ରକ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ଶ୍ରୀମାଦ୍ରୀ ଙ୍କ ମୃତ୍ୟୁ ଘଟିଥିଲା | ଘଟଣା ସ୍ଥଳରେ ଚମାଖଣ୍ଡି ଓ ବେଲ ଗାଁ ପୋଲିସ ପଂହଁଚି ସ୍ଥାନୀୟ ଲୋକ ମାନଂକୁ ବୁଝାଇବା ସହିତ ମୃତ ଶ୍ରୀମାଦ୍ରୀ ଙ୍କ ଶବକୁ ବେବଛେଦ ପାଇଁ ପଠାଇବା ପଠାଇଥିଲେ | Tags Crime Facebook Twitter